Sri Ram Fly Ash Bricks & Paver Blocks

Sri Ram Fly Ash Bricks & Paver Blocks Best Quality

28/08/2026
16/07/2026

ପବିତ୍ର ଶ୍ରୀ ଶ୍ରୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏🚩

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅପାର କୃପା ସମସ୍ତଙ୍କ ଉପରେ ସଦା ବର୍ଷିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ।

ଜୟ ଜଗନ୍ନାଥ! 🙏

06/04/2026

ଆଜି Bharatiya Janata Party (BJP) ୪୭ ତମ ସ୍ଥାପନା ଦିବସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା । ୬ ଏପ୍ରିଲ ୧୯୮୦ ରେ ସ୍ଥାପିତ ଭାରତୀୟ ଜନତା ପାର୍ଟି ଆଜି ଦେଶର ସର୍ବଶ୍ରେଷ୍ଠ ଜନଆଧାରିତ ଦଳ ଭାବେ ଦେଶ ସେବାରେ ନିୟୋଜିତ। ସେବା, ସୁଶାସନ ଓ ଗରିବ କଲ୍ୟାଣର ପଥରେ ଦଳ ସବୁ ସମୟରେ ଦେଶର ଉନ୍ନତି, ସାମାଜିକ ନ୍ୟାୟ ଓ ରାଷ୍ଟ୍ରୀୟ ଗୌରବ ପାଇଁ ପ୍ରତିବଦ୍ଧ। ସମସ୍ତ କର୍ମୀ, ସମର୍ଥକ ଓ ଦେଶବାସୀଙ୍କୁ ଏହି ପବିତ୍ର ଦିନରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ" ଏହି ମନ୍ତ୍ର ସହିତ ଆମେ ଆଗକୁ ବଢ଼ୁଛୁ ଏବଂ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ କରିବା ପାଇଁ ।

14/01/2026

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି କାମନା କରୁଛି ।

Address

Nuapada
766105

Telephone

+919348181825

Website

Alerts

Be the first to know and let us send you an email when Sri Ram Fly Ash Bricks & Paver Blocks posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sri Ram Fly Ash Bricks & Paver Blocks:

Shortcuts

Share